ପିପିଲି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗିରଫ

ପିପିଲି: ପିପିଲି ନୂଆଶାସନରେ ଯୁବକଙ୍କୁ ଗଳାକାଟି ବୀଭତ୍ସ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡକୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଗତକାଲି ରାତି ୧୨ଟା ପାଖାପାଖି ସମୟରେ ବାଲିପାଟଣା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଅଞ୍ଚଳରୁ ତାକୁ ପୁଲିସ ଧରିବାରେ ସଫଳ ହୋଇଛି। ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତ ରମାକାନ୍ତ ବେହେରାକୁ ପୁଲିସ ଧରିଛି। ସେ ତାର ସମ୍ପର୍କୀୟ ରମାକାନ୍ତ ଭୋଇଙ୍କ ଘରେ ଲୁଚିଥିବା ଖବର ମିଳିବା ପରେ ରାତିଅଧିଆ ଚଢାଉ … Continue reading ପିପିଲି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗିରଫ